(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ପୁରୀରେ ଫୁଟିଲା ଗୁଳି ,ଆଉ ୪ଦିନ ପରେ ରଥଯାତ୍ରା .......ଲକ୍ଷାଧିକ ଭକ୍ତ ସମାଗମ ହେବ,ଏପଟେ ସୁରକ୍ଷା ବାହିନୀ ପ୍ରତି ଭରସା ତୁଟୁଛି

ହଟ ନ୍ୟୁଜ,ପୁରୀ (୨୯ ଜୁନ ୨୦୧୯) ମିଳିଥିବା ସୂଚନାରୁ ଜଣାଯାଏ,୨୯ ଜୁନ ୨୦୧୯ରୀଖ ର ସନ୍ଧ୍ୟା ୭ଟା ସମୟରେ ପୁରୀ ଟାଉନ ରେ ଫୁଟିଲା ଗୁଳି । ଏଥିରୁ ଜଣାପଡୁଛି କି,ପୁରୀ ବର୍ତ୍ତମାନ ଅପରାଧିକ ଲୋକ ମାନଙ୍କ ଗନ୍ତାଘର ପାଲଟିଛି । ଆଉ ମାତ୍ର ୪ଦିନ ପରେ ରଥଯାତ୍ରା ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହେବ । ତାହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ହୁଗୁଳା ନୀତି ଉପରେ ଅଙ୍ଗୁଳି ଉଠିଲାଣି । ସାଧାରଣତ ଆଜିର ଗୁଳି ଘଟଣା ଦେଖି ଅନେକ ଜଗନ୍ନାଥଙ୍କ ଭକ୍ତ ଭୟଭୀତ ହୋଇଯାଇଛନ୍ତି ।  କହିବାକୁ ଗଲେ ବତିପେଲା ପୁରୀ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି । 

 

 

Video Advertisment