(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ପୁରୀ ରେ ଫନି କ୍ଷତିଗସ୍ତ ସାହାଯ୍ୟ ତାଲିକାରେ ଅନିୟମିତତା ହୋଇଥିବାରୁ ବିଧାୟକ ଗଣଧାରଣାରେ ବସିଲେ

ପୁରୀ (୧୯/୦୨/୨୦୨୦ ହଟ ନ୍ୟୁଜ):  ଫନି କ୍ଷତିଗସ୍ତ ତାଲିକାରେ ବୋହୁ ଅନିୟମିତତା ହୋଇଥିବାରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ମାନ୍ୟବର ପୁରୀ ବିଧାୟକ ଓ କର୍ମକର୍ତ୍ତା ଙ୍କ ସହ ଗଣଧାରଣାରେ ବସିଲେ । ଏମିତିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରାଯାଇନ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଧାୟକ । ଏହିଭଳି ସମସ୍ୟାକୁ ରାଜ୍ୟର ଅନ୍ୟ ବିଧାୟକ ମାନେ ଯଦି ଗୁରୁତ୍ଵ ଦିଅନ୍ତେ ସାଧାରଣ ଲୋକମାନଙ୍କର ସମସ୍ୟା ଅନେକାଂଶ ସମାଧାନ ହୋଇ ପାରନ୍ତା ବୋଲି ପୁରୀର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା...... । 

 

 

Video Advertisment