(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ଜାତୀୟ କ୍ରିଡା ଦିବସ ଅବସରରେ ପୁରୀ ବକ୍ସିଙ୍ଗ ଏକାଡେମିରେ କୃତି ଖେଳାଳି ମାନଙ୍କୁ ସମ୍ମାନିତ କରାଯାଇଛି

ହଟ ନ୍ୟୁଜ ପୁରୀ : ୨୯ ଅଗଷ୍ଟ ୨୦୨୦  ରିଖ ଦିନ ଜାତୀୟ କ୍ରିଡା ଦିବସ ହୋଇଥିବାରୁ ପୁରୀ ବକ୍ସିଙ୍ଗ ଏକାଡେମି ଆନୁକୁଲ୍ୟରେ ଜାତୀୟ କ୍ରିଡା ଦିବସ ପାଳନ ହେବା ସହିତ ସ୍ଥାନୀୟ ମାନ୍ୟବର ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି  ରୂପେ ଯୋଗଦାନ କରିଥିଲେ। ତାହା ସହିତ  ଗୋପୀନାଥ ଦେବ ଡିଗ୍ରୀ ମହା ବିଦ୍ୟାଳୟ ର ଶ୍ରୀଯୁକ୍ତ ଦିବାକର ପ୍ରଧାନ ଅଧକ୍ଷ , ଶ୍ରୀଯୁକ୍ତ ହରିହର କର ,କ୍ରିଡା ଶିକ୍ଷକ ସୁରଜ ମଲ୍ଲ ,ସାହା ମହା ବିଦ୍ୟାଳୟ ଏବଂ ଶ୍ରୀଯୁକ୍ତ ମନ ମୋହନ ଭଞ୍ଜ  ଟାଇକୋଣ୍ଡ ସଂଘ ସମ୍ପାଦକ ମଧ୍ୟ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ  ପବିତ୍ର ମୋହନ ଜେନା ଅଧ୍ୟାପକ ସଭାକାର୍ଯ୍ୟ ପରିଚାଳନା  କରିଥିବା ବେଳେ ବକ୍ସିଙ୍ଗ ଏକାଡେମି ର ସଭାପତି ଶ୍ରୀଯୁକ୍ତ  ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ କ୍ରିଡାରେ ଜାତୀୟ ସ୍ତରର କୃତି ଖେଳାଳି ମାନଙ୍କୁ ସମ୍ମାନିତ କରାଯାଇଥିଲା ।  

 

 

Video Advertisment