(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ମାଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

 Hot News ରାୟଗଡା, ପ୍ରାପ୍ତ ସୂଚନା ଅନୁଯାୟୀ ୧୯ ସେପ୍ଟେମ୍ବର ୨୦୨୪ ରୀଖରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ନକଟିଗୁଡା ପଞ୍ଚାୟତ ଭବନ ଠାରେ ଗ୍ରାମାଞ୍ଚଳ ମହିଳା ମାନେ କେମିତି ଆର୍ଥିକ ସ୍ଥିତିରେ ସ୍ଵାବଲମ୍ବୀ ହେବେ ? ଏମିତିକି ଉତ୍ପାଦିତ ମାଣ୍ଡିଆ(Millet) ଦ୍ଵାରା ବିଭିନ୍ନ ପ୍ରକାର ଖାଦ୍ଯ ପ୍ରସ୍ତୁତକାରୀ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏହାଦ୍ବାରା ଗ୍ରାମାଞ୍ଚଳ ମହିଳା ମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ଯ ଦ୍ରବ୍ୟ ପ୍ରସ୍ତୁତ କରୀ ବଜାରରେ କ୍ରୟ କରୀ ରୋଜଗାର କ୍ଷମ ହୋଇପାରିବ । ଏହି ସମସ୍ତ କାର୍ଯ୍ୟ କ୍ରମ ଆଇଡ଼ିବିଆଇ ବ୍ଯାଙ୍କ (IDBI BANK) Support ଦ୍ଵାରା ସମ୍ଭବ ହୋଇଥିଲା । 

Video Advertisment