(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ଦୁଇ ଜଣ କଟା ଗଞ୍ଜେଇ ଚୋର ଙ୍କୁ ଧରିଲା ଛତିଶଗଡ ପୋଲିସ

Hot news(ବରଗଡ଼) ,ମିଳିଥିବା ସୂଚନାରୁ ଜଣାଯାଏ ବରଗଡ ଜିଲ୍ଲା ସୋହେଲା ଛତିଶଗଡ ବରଡ ର ଲୁହୁରାଚକି ଠାରେ ଦୁଇ ଜଣ କଟା ଗଞ୍ଜେଇ ଚୋରଙ୍କ ଠାରୁ ୨୦ କିଲୋ ଗଞ୍ଜେଇ ଛତିଶଗଡ ପୋଲିସ ଜବତ କରି ଗିରଫ କରିଛି । ସ୍ଥାନୀୟ ଅଞ୍ଚଳର କିଛି ଗଞ୍ଜଡ ଟାଣିବା ପାଇଁ ମାଗଣାରେ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ବି,ପୋଲିସର ନଜର କଢା ରହିଥିବାରୁ ବିଫଳ ହୋଇଥିଲେ । 

Video Advertisment