(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ପ୍ରଶାସନ ର ହଗୁଳା ନୀତି ପାଇଁ ପୁରୀ ଘୋଷ ଯାତ୍ରାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି

Hot News, ପୁରୀ: ପ୍ରାପ୍ତ ସୂଚନା ଅନୁଯାୟୀ ୨୯.୦୬.୨୦୨୫ ରିଖରେ ପୁଲିସ ପ୍ରଶାସନ ର ହୁଗୁଳା ନୀତି ପାଇଁ ମହା ପ୍ରଭୁଙ୍କ ଘୋଷ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ପାଖରେ ଠେଲା ପେଲା ଯୋଗୁ ଅକାଳେ ୩ଜଣଙ୍କର ମୃତ୍ୟୁ ହୋଇଛି । ଯାହାଫଳରେ ୧୨ଘଣ୍ଟା ନପୂରୁଣୁ ସରକାର ତୁରନ୍ତ ପୁରୀ ଜିଲ୍ଲାପାଳ ଏବଂ ଏସ.ପି ଙ୍କୁ ବିଦା କରିଛନ୍ତି । ସୂଚନା ମୁତାବକ ଭୋର୍ ୪ଘଟିକା ୨୦ ମିନିଟ୍ ସମୟରେ ଠେଲା ପେଲା ଯୋଗୁ ୩ଜଣ ଶ୍ରଦ୍ଧାଳୁ ଙ୍କ ଜୀବନ ଗଲା । ୩୬ବର୍ଷୀୟ ବାସନ୍ତୀ ସାହୁ ,୭୮ ବର୍ଷୀୟ ପ୍ରେମକାନ୍ତି ମହାନ୍ତି ଏବଂ ବାଲିପାଟଣା ଅଞ୍ଚଳ ର ପ୍ରଭାତୀ ଦାସଙ୍କ ଦଳାଚକଟା ମୃତ୍ୟୁ ସମୟରେ କୌଣସି ପୋଲିସ କାର୍ଯ୍ୟରତ ନଥିଲେ । ସେଥିପାଇଁ ଏ ଦୃଘଟଣା ଘଟିଲା ବୋଲି ସରକାର ତୁରନ୍ତ ନୂତନ ଜିଲ୍ଲାପାଳ ଚଞ୍ଚଳା ରଣା ଏବଂ ନୂତନ ଏସ୍.ପି ପିନାକୀ ମିଶ୍ର ଙ୍କୁ ଦାୟିତ୍ଵ ଦେଇଛନ୍ତି । ସମୟ କହିବ, ଏ ଦୁଇ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଆଗକୁ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରାରେ ଯାତ୍ରୀ ମାନଙ୍କୁ କେମିତି ଦଳାଚକଟା ରୁ ସୁରକ୍ଷା ଦେଉଛନ୍ତି ? 

Video Advertisment